Indian National Congress

କଟକ ସିଡିଏ ସେକ୍ଟର ୬ ଠାରେ ଏକ ଘରୋଇ ପବ୍ଲିବ ସ୍କୁଲର

Jyotirmayee Nayak April 27, 2026 39 views
କଟକ ସିଡିଏ ସେକ୍ଟର ୬ ଠାରେ ଏକ ଘରୋଇ ପବ୍ଲିବ ସ୍କୁଲର ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିରରେ ଯୋଗ ଦେଇ । ପ୍ରତିଷ୍ଠା ଦିବସରେ ଲୋକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏପରି ମହତ୍ କାର୍ଯ୍ୟକ୍ରମର ଆୟୋଜନ କରିବା ପ୍ରଶଂସନୀୟ। ଉପସ୍ଥିତ ଅତିଥି ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ କୁନି କୁନି ପିଲାମାନଙ୍କ ସହ ଏକ ବିଶେଷ ମୁହୂର୍ତ୍ତ ବିତାଇଲେ କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦୋଷ
Related News

More from Indian National Congress