Constituency
ବାରବାଟୀ ବିଧାୟିକା #Sofiafirdous ଙ୍କ ଅଞ୍ଚଳ ଗସ୍ତ କରି ଲୋକଙ୍କ ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କଲେ #Cuttack
ଆଜି ଝୋଲାସାହିର ଭଗତପୁର ଅଞ୍ଚଳ ଗସ୍ତ କରି ୱାର୍ଡର ଗୁରୁଜନ, ସ୍ଥାନୀୟ ବାସିନ୍ଦା ଏବଂ ପ୍ରତିନିଧିମାନଙ୍କ ସହ ଆଲୋଚନା କଲେ ବାରବାଟୀ ବିଧାୟିକା #Sofiafirdous । ଲୋକଙ୍କ ଡ୍ରେନେଜ୍ ସମସ୍ୟାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି #Cuttack
Media Gallery
Related News