Biju Janata Dal (BJD)

ଓଡ଼ିଶା ରାଜନୀତିରେ ପୁଣି ତେଜ ହେଲା ଚର୍ଚ୍ଚା ବିଜେଡି ପକ୍ଷରୁ ବଡ଼ ପଦକ୍ଷେପ

Jyotirmayee Nayak April 27, 2026 136 views
ଓଡ଼ିଶା ରାଜନୀତିରେ ପୁଣି ତେଜ ହେଲା ଚର୍ଚ୍ଚା।

ବିଜେଡି ପକ୍ଷରୁ ବଡ଼ ପଦକ୍ଷେପ।
୮ ଜଣ ସସପେଣ୍ଡ ବିଧାୟକଙ୍କ ସଭ୍ୟପଦ ରଦ୍ଦ ଦାବିରେ ବାଚସ୍ପତିଙ୍କ ନିକଟରେ ପିଟିସନ ଦାଖଲ କରିଛି ଦଳ।
ଦଳ ବିରୋଧୀ କାର୍ଯ୍ୟକଳାପ ଓ ହୁଇପ୍ ଅମାନ୍ୟ ଅଭିଯୋଗକୁ ଆଧାର କରି
ଭାରତୀୟ ସମ୍ବିଧାନର ଆର୍ଟିକଲ ୧୯୧ ଅନୁସାରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।
ସୂଚନା ଅନୁସାରେ, ରାଜ୍ୟସଭା ନିର୍ବାଚନ ସମୟରେ
୬ ଜଣ ବିଧାୟକ ଦଳୀୟ ନିଷ୍ପତ୍ତି ବିରୋଧରେ ଭୋଟ୍ ଦେଇଥିଲେ।
ଏହା ସହିତ
ସନା ମହାକୁଡ଼ ଓ ଅରବିନ୍ଦ ମହାପାତ୍ର
ମଧ୍ୟ ଦଳର ନିଲମ୍ବନ ତାଲିକାରେ ରହିଛନ୍ତି।
ଏହି ପଦକ୍ଷେପ ପରେ ରାଜ୍ୟର ରାଜନୀତିକ ପରିସ୍ଥିତି ଆଉ ତେଜ ହେବା ସମ୍ଭାବନା।
ଆଗାମୀ ଦିନରେ ବାଚସ୍ପତିଙ୍କ ନିଷ୍ପତ୍ତି କଣ ହେବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି। #odishapolitical.com
Related News

More from Biju Janata Dal (BJD)